ଆଇ ଲଭ ୟୁ ମାଇଁ ସ୍ୱିଟହାର୍ଟ ମିନି

ଭୁବନେଶ୍ୱର () ରୋମାଣ୍ଟିକ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଶୀତ ରୃତୁରେ ପତ୍ନୀଙ୍କ ସହ ବେଶ ରୋମାଣ୍ଟିକ ହୋଇ ଛୁଟି କାଟୁଛନ୍ତି । ଟାଇଟାନିକ ଫିଲ୍ମ ଷ୍ଟାଇଲରେ ତାରା ଓ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି (ମିନି) ଫଟୋ ଉଠାଇଛନ୍ତି । ପତ୍ନୀଙ୍କ ସହ ତାରା ଉଠାଇଥିବା ଏହି ଫଟୋକୁ ସେ ଫେସବୁକରେ ସେୟାର କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଏକ ଗୀତ ବି ଲେଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + 7 =