Friday, October 30, 2026
Latestଜାତୀୟ

ନିଜ ଖାତାରେ ଅନ୍ୟ ଲୋକ ଟଙ୍କା ଜମା କରିପାରିବେ ନାହିଁ

ବ୍ୟାଙ୍କ ଖାତାରେ ହେଉଥିବା କଳା କାରବାରକୁ ରୋକିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏକ ବଡ ପଦକ୍ଷେପ ନେଇଛି ।ଷ୍ଟେଟ ବ୍ୟାଙ୍କର ଏହି ନୂଆ ନୀତି ଅନୁଯାଇ କୌଣସି ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ବ୍ୟାଙ୍କ ଖାତାରେ ଟଙ୍କା ଜମା କରିପାରିବେ ନାହିଁ । କେବଳ ଯାହାର ବ୍ୟାଙ୍କ ଆକାଉଂଟ ଅଛି ସେ କେବଳ ୍ଆକାଉଂଟରେ ଟଙ୍କା ଜମା କରିପାରିବେ । ନୋଟ ବନ୍ଦୀସମୟରେ ବହୁ ଅଜଣା ଲୋକ ନିଜର କଳାଧନକୁ ଅନ୍ୟମାନଙ୍କ ଆକଉଂଟରେ ଟଙ୍କା ଜମା କରିବା ଫଳରେ ଷ୍ଟେଟ ବ୍ୟାଙ୍କ ବହୁ ଅସୁବିଧାର ସମ୍ମୁଖିନ ହୋଇଥଲା ।

Share

Leave a Reply

Your email address will not be published. Required fields are marked *

2 × two =