ବିଧାୟିକା ଭାବେ ଶପଥ ଗ୍ରହଣ କଲେ ରୀତା

ଭୁବନେଶ୍ୱର() ବିଜେପୁରରେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହେବା ପରେ ଆଜି ବିଧାନସଭାରେ ବିଜେଡି ବିଧାୟିକା ଭାବରେ ଶପଥ ଗ୍ରହଣ କଲେ ରୀତା ସାହୁ । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହାସହ ବିଧାନସଭାରେ ବିଜେଡି ବିଧାୟିକାଙ୍କ ସଂଖ୍ୟା ୧୪ରେ ପଂହଚିଥିବାବେଳେ ମହିଳା ସଭ୍ୟଙ୍କ ସଂଖ୍ୟା ୧୫ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × 5 =