ଆମକୁ ଏବେ ଅଧିକ ସତର୍କ ରହିବାକୁ ପଡିବ

  ଏହାସହ ମୋଦୀ କହିଛନ୍ତି ଯେ, ‘ଦୁଃଖରୁ ମୁକ୍ତିର ବାଟ ହେଉଛି ସେବା କରିବା । ବିଶ୍ୱରେ ଯେଉଁ ବେଗରେ କରୋନା ବ୍ୟାପିଛି, ଭାରତରେ ତାହା ହୋଇନାହିଁ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ ହିଁ ଆମେ କରୋନାକୁ ହରାଇପାରିବା । ଦେଶର ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ସ୍ୱାଭାବିକ ହେଉଛି । କରୋନା ଲଢେଇ ସମୟରେ ଅନେକ ପ୍ରତିବନ୍ଧକ ଆସିଛି । କରୋନା ସଙ୍କଟର ପ୍ରଭାବ ଶ୍ରମିକମାନଙ୍କ ଉପରେ ସବୁଠୁ ବେଶୀ ପଡିଛି । ଆତ୍ମନିର୍ଭର ଭାରତ ଗଠନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଯୋଗ ଦ୍ଵାରା ଶରୀରର ଶ୍ୱସନ ବ୍ୟବସ୍ଥାକୁ ନିରୋଗ କରିହେବ । ଦିନରାତି କାର୍ଯ୍ୟରତ ରେଳ କର୍ମଚାରୀ ମଧ୍ୟ ଅଗ୍ରଣୀ କୋରୋନା ଯୋଦ୍ଧା । ଲୋକେ ସ୍ବଦେଶୀ ବ୍ୟବହାର କରି ମେକ୍ ଇନ୍‌ ଇଣ୍ଡିଆକୁ ଉତ୍ସାହ ଦେଉଛନ୍ତି । ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଲେ ମୋଦି । ଦେଶର କୋଟିଏରୁ ଅଧିକ ପରିବାର ଆୟୁଷ୍ମାନ ଭାରତରେ ଯୋଡ଼ି ହୋଇଛନ୍ତି । ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ମଧ୍ୟରୁ ୮୦% ପରିବାର ଗ୍ରାମାଞ୍ଚଳର ରହିଛନ୍ତି ।’

 

Share

Leave a Reply

Your email address will not be published. Required fields are marked *

2 + five =