Wednesday, August 19, 2026
Latestକ୍ରୀଡା

ଫେରିଲେ ମହିଳା ହକି ଦଳ

ନୂଆଦିଲ୍ଲୀ()   ଅଲିମ୍ପିକ୍ ଯୋଗ୍ୟତା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜୁଜି ମଙ୍ଗଳବାର ଏଫ୍ଅ ।ଇଏଚ୍ ହକି ସିରିଜ୍ ଫାଇନାଲ୍ସ ଟୁର୍ନାମେଣ୍ଟ ଚାମ୍ପିୟନ ମହିଳା ହକି ଦଳର ସଦସ୍ୟଙ୍କ ସହ ଆଲୋଚନା କରି କହିଛନ୍ତି । ଆୟୋଜକ ଜାପାନକୁ ୩-୧ ଗୋଲରେ ହରାଇ ଭାରତ ଚାମ୍ପିୟନ୍ ହୋଇଥିଲା । ବିଶ୍ୱ ରÿ୍ୟାଙ୍କିଙ୍ଗର ୯ମ ସ୍ଥାନରେ ଥିବା ଭାରତୀୟ ଦଳ ଚଳିତ ବର୍ଷ ପରବର୍ତ୍ତୀ ଭାଗରେ ହେବାକୁ ଥିବା ଏଫ୍ଅ ।ଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ସରେ ପ୍ରତିଦ୍ୱନ୍ଦ୍ୱିତା କରିବ ୧୪ ଦଳକୁ ନେଇ ଅନୁÂିତ ହେବାକୁ ଥିବା ଟୁର୍ନାମେଣ୍ଟ ଦ୍ୱିପାକ୍ଷିକ ସିରିଜ୍ ଭିତ୍ତିରେ ଖେଳାଯିବ । ଭାରତୀୟ ମହିଳା ହକି ଦଳ ଭଲ ପ୍ରଦର୍ଶନ କରି ଆମକୁ ଗର୍ବିତ କରିଛନ୍ତି ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ମନ୍ତ୍ରଣାଳୟ ସମର୍ଥନ ଦେବ ମୁଁ ବେଙ୍ଗାଲୁରୁସ୍ଥିତ ଟ୍ରେନିଂ ସେଣ୍ଟରକୁ ଯାଇ ସେମାନଙ୍କ କୋଚ୍ଙ୍କୁ ଭେଟିବି ଓ ସେମାନଙ୍କ ଅ ।ବଶ୍ୟକତା ସମ୍ପର୍କରେ ବୁଝିବି ଭାରତୀୟ ଦଳ ନିକଟରେ ଅଲିମ୍ପିr ଯୋଗ୍ୟତା ଅର୍ଜନ କରିବା ଲାଗି ଭଲ ସୁଯୋଗ ରହିଛି ବୋଲି ରିଜିଜୁ କହିଛନ୍ତି ଭାରତୀୟ ମହିଳା ଦଳ ଦୁଇ ଥର ଅଲିମ୍ପିrରେ ଅଂଶଗ୍ରହଣ କରିଛି । ୧୯୮୦ରେ ଭାରତୀୟ ଦଳ ୪ର୍ଥ ସ୍ଥାନ ଅଧିକାର କରିଥିବାବେଳେ ୨୦୧୬ ନକ୍ଅ ।ଉଟ୍ ରାଉଣ୍ଡକୁ ପ୍ରବେଶ କରିପାରି ନ ଥିଲା ୨୦୧୮ ରାଜ୍ୟଗୋÂୀ କ୍ରୀଡ଼ାର ସେମିଫାଇନାଲ ଓ ଏସିଅ ।ନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା ।

Share

Leave a Reply

Your email address will not be published. Required fields are marked *

20 − 19 =