Friday, October 30, 2026
Latestମନୋରଞ୍ଜନ

ଖୁବଶୀଘ୍ର ବିବାହ କରିବେ ବଲିଉଡର ଏହି ଫେମସ ଯୋଡି

ମୁମ୍ବାଇ() ଚର୍ଚ୍ଚାରେ ବଲିଉଡର ଫେମସ ଯୋଡି ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁର । ତେବେ ଆସନ୍ତୁ ଜାରିବା ବଲିଉଡର ଏହି ଯୋଡି କେବେ ଏବଂ କେଉଁଡି ବିବାହ କରିବେ ।

ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁର ରିଲେସନଶିପରେ ଅଛନ୍ତି । ଉଭୟଙ୍କ ସଂପର୍କ ଏବେ ବେଶ ଚର୍ଚ୍ଚାରେ ରହିଛି। ରିଲ ଜଗତ ସହ ରିୟଲ ଲାଇଫରେ ମଧ୍ୟ ସେମାନେ ଖୁବ ଏନଜୟ କରୁଛନ୍ତି। ରିପୋର୍ଟ ଅନୁସାରେ ଦୁହେଁ ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧିହୋଇପାରନ୍ତି। ଅବଶ୍ୟ ଦୁହିଁଙ୍କ ପକ୍ଷରୁ ବିବାହ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ହେଲେ ଖବର ଅନୁସାରେ ଉଭୟ ନିଜ ବିବାହ ଇଟାଲି କରିବାର ନିଷ୍ପତ୍ତି ନେଇଛନ୍ତି।

Share

Leave a Reply

Your email address will not be published. Required fields are marked *

one × two =