କିନ୍ନର କାହିଁକି ଜନ୍ମ ହୁଅନ୍ତି ଜାଣିଛନ୍ତି କି ?

ହିନ୍ଦୁ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ଅନେକ ରହସ୍ୟ ରହିଥାଏ । ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଜୀବନଚର୍ଯ୍ୟ ଉପରେ ହିନ୍ଦୁ ପୁରାଣ ଓ ଗ୍ରନ୍ଥ ବିଶେଷ ଭାବରେ ଉଲେଖ କରାଯାଇଛି । ବିଗ୍ୟାନ ବି ଏ ବିଷୟରେ ଏପର୍ଯ୍ୟନ୍ତ ପହଂଚିପାରିନି ।
ଗର୍ଭ ଉପନିଷଦରେ ସ୍ତ୍ରୀ ଓ ପୁରୁଷ ଙ୍କର ସମ୍ବନ୍ଧ ସମ୍ପର୍କରେ ଉଲେଖ ରହିଛି । କେଉଁ ପ୍ରକାର ଶିଶୁ ମାତୃ ଗର୍ଭରୁ ଜନ୍ମ ନେଇଥାଏ ଏବଂ କେଉଁ ପରି ସେମାନେ ବିକଶିତ ହୋଇଥାନ୍ତି । ଏବଂ ଗର୍ଭରେ କିପରି ଶିଶୁଟି ୯ମାସ ରହିଥାଏ । ଖାଲି ଏତିକି ନୁହେଁ ମହାନ ଧର୍ମ ଗ୍ରନ୍ଥରେ ଏହା ମଧ୍ୟ ଲେଖା ହୋଇଛି କିପରି କିନ୍ନର ଜଦ୍ମ ହୋଇଥାଏ ।
କିନ୍ତୁ ଆମେ ଗର୍ଭ ସଂସ୍କାର ସମ୍ପର୍କରେ କିଛି ଆଲୋଚନା କରିବାକୁ ଯାଉଛୁ । ବିବାହ ପରେ ଦମ୍ପତି ମାନେ କେଉଁ ଦିନରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ଯାହାଫଳରେ ଆପଣଙ୍କ ଘରେ ବି କିନ୍ନର ଜନ୍ମ ହୋଇପାରେ ।
ଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ ସଂକ୍ରାନ୍ତି, ପୁର୍ଣୃୂମା, ମାସନ୍ଦ, ଅମାବାସ୍ୟା ଆଦି ଦିନ ଗୁଡିକରେ ଦମ୍ପତିମାନେ ଶାରୀରିକ ସମ୍ବନ୍ଧ ରଖିବାଦ୍ୱାରା ସେମାନଙ୍କର ଘରେ କିନ୍ନର ଜନ୍ମ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

twenty + 18 =