ଦୁଇ ଦିନରେ ୮.୧୫କୋଟି

ମୁମ୍ବାଇ ()  ସିନେମା “ଜବରିୟା ଯୋଡ଼ି” ରିଲିଜ ହୋଇ ତୃତୀୟ ଦିନରେ ପହଂଚିଛି । ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିଛି ।ଏହି ଫିଲ୍ମ ଓପନିଙ୍ଗରେ ୩.୧୫କୋଟି କଲେକ୍ସନ କରିଥିବା ବେଳେ ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ୫କୋଟି ଟଙ୍କା ଆୟ କରିଛି । ବକ୍ସ ଅଫିସରେ ଦୁଇ ଦିନରେ ମୋଟ ୮.୧୫କୋଟି ଆୟ କରିବାରେ ସଫଳ ହୋଇଛି ଏହି ଫିଲ୍ମ ଜବରିୟା ଯୋଡି ।ଏହି ଫିଲ୍ମରେ ପରିଣିତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସଂଜୟ ମିଶ୍ରା, ଜାବେଦ ଜାଫରୀ , ଅପଶକ୍ତି ଖୁରାନା ଓ ଚନ୍ଦନ ରାୟ ମୁଖ୍ୟ ଭୂମିକାରେ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × three =