Thursday, October 29, 2026
Latestମନୋରଞ୍ଜନ

ହାଇଦ୍ରାବାଦ ଏନକାଉଣ୍ଟର ଘଟଣାରେ ଏହି ଅଭିନେତା ଦେଲେ ଏମିତି ମତ

ମୁମ୍ବାଇ()ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବଲିଉଡ ଅଭିନେତା ଅନୁପମ ଖେର ସୋସିଆଲ ମିଡିଆରେ ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି।

ଅନୁପମ ଖେର କହିଛନ୍ତି, ତେଲେଙ୍ଗାନା ପୋଲିସ ଜୟ ହୋ। ଏବେ ଯେଉଁମାନେ ଡାକ୍ତରାଣୀଙ୍କ ନ୍ୟାୟ ପାଇଁ ଆଓ୍ବାଜ୍ ଉଠାଇଥିଲେ ସେମାନେ ସମସ୍ତେ ଏକ ସଙ୍ଗରେ କୁହନ୍ତୁ ଜୟ ହୋ ବୋଲି ଅନୁପମ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

nine + 1 =