Latestରାଜ୍ୟ ଆଜି ରାଜ୍ୟରେ ୬୬ ମୁଣ୍ଡ ନେଲା ମହାମାରୀ July 30, 2021 admin ଭୁବନେଶ୍ୱର: ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡରୁ ୧୧ ଜଣ, କଟକରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଖୋର୍ଦ୍ଧାରୁ ୮ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେହିଭଳି ଭଦ୍ରକରୁ ୬, ଯାଜପୁରରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୮୩୪କୁ ବୃଦ୍ଧିପାଇଛି। Share