Uncategorized

ମଦର୍ସ ଡେ’ରେ ମୋଦିକେୟାର ଲିମିଟେଡ୍ ପକ୍ଷରୁ ଉପହାର

ମଦର୍ସ ଡେ’ରେ ମୋଦିକେୟାର ଲିମିଟେଡ୍ ପକ୍ଷରୁ ଉପହାର
ଭୁବନେଶ୍ୱର: ମଦର୍ସ ଡେ’ ପାଖେଇ ଆସିଥିବା ବେଳେ ଭଲ ପାଇବା, ମାର୍ଗଦର୍ଶନ ଓ ଅତୁଟ ସମର୍ଥନ ଜରିଆରେ ଆମ ଜୀବନକୁ ଆକାର ପ୍ରଦାନ କରିଥିବା ଅତୁଲ୍ୟ ମହିଳାଙ୍କୁ ସମ୍ମାନିତ କରିବାର ସମୟ ଆସିଛି । ମା’ଙ୍କୁ କୃତଜ୍ଞତା ଜଣାଇବା ଓ ପ୍ରଶଂସା କରିବା ଲାଗି ଏହି ସ୍ୱତନ୍ତ୍ର ଦିନ ଏକ ଅବସର ପ୍ରଦାନ କରୁଛି । ଏହି ମଦର୍ସ ଡେ’ରେ ଉପହାର ପ୍ରଦାନ କରିବା ଲାଗି ମୋଦିକେୟାର ଲିମିଟେଡ୍ ପକ୍ଷରୁ ବହୁ ଉପହାର ବିକଳ୍ପ ଉପସ୍ଥାପନ କରାଯାଇଛି । ଗ୍ଲାମର ଉପକରଣଠାରୁ ଆରମ୍ଭ କରି ମେକ୍ ଅପ୍ ପର୍ଯ୍ୟନ୍ତ ମୋଦିକେୟାର ଉତ୍ପାଦ ଜରିଆରେ ମଦର୍ସ ଡେ’କୁ ସ୍ମରଣୀୟ କରନ୍ତୁ ।

ଗହଣାରେ ରହିଛି ମୋଦିକେୟାରର ଆମୋଲି ତାରିଣୀ କଲେକ୍ସନ । ଏଥିରେ ୨୨ କ୍ୟାରେଟ୍ ସୁନାର ନେକ୍‌ଲେସ୍‌, କାନଫୁଲ, ବ୍ରେସ୍‌ଲେଟ୍ ଓ ପେଣ୍ଡାଂଟ୍ ରହିଛି । ନେକ୍‌ଲେସ ଓ ଇୟର ରିଙ୍ଗ ସେଟ୍‌ରେ ଆନ୍‌ଭି, ଅନାୟା, ରିଭା, ପେଣ୍ଡାଂଟ୍ ସେଟ୍‌ରେ ଆନିକା, ଚନ୍ଦ୍ରା, ବ୍ରେସ୍‌ଲେଟ୍‌ରେ ନୈଶା, ଆରୋହି ଚର୍‌ଭି ଓ ରୋଶ୍‌ନି ରହିଛି । ସେଗୁଡ଼ିକର ଦାମ୍ ୧୩୯୯ ଟଙ୍କାରୁ ଆରମ୍ଭ କରି ୩୭୭୯ ଟଙ୍କା ପର୍ଯ୍ୟନ୍ତ ରହିଛି ।

ହାତଘଂଟାରେ ମୋଦିକେୟାରର ରହିଛି ଏସ୍‌ଏମ୍ ଲେଡିଜ୍ ରୋଜ୍ ଗୋଲ୍ଡ ହାତଘଂଟା ସହିତ ଷ୍ଟୋନ୍ ଖଚିତ ବେଜେଲ୍ । ତାହାର ଦାମ୍ ୪୨୪୯ ଟଙ୍କା ରହିଛି ଯାହାକୁ ଆପଣ ମା’ଙ୍କୁ ଉପହାର ଦେଇ ତାଙ୍କ ଦିନଟିକୁ ସ୍ମରଣୀୟ କରିପାରିବେ ।

ମେକ୍ ଅପ୍‌ରେ ରହିଛି ମୋଦିକେୟାରର ଅର୍ବାନ୍ କଲର୍ ଲଣ୍ଡନ୍‌ର ମ୍ୟାଟ୍ ଆଣ୍ଡ୍ ଗ୍ଲୋ ଡୁଓ ବ୍ଲସର୍ । ଆଡ୍‌ଭାନ୍‌ସଡ୍ ଅପ୍ଟିକାଲ୍ ପ୍ରଯୁକ୍ତିରେ ପ୍ରସ୍ତୁତ ଏହି ବ୍ଲସର୍ ମିଷ୍ଟ୍ରିଅସ୍ ଓ ସିକ୍ରେଟ୍ ଭଳି ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ହୋଇଥିବା ବେଳେ ତାହାର ଦାମ୍ ୧୧୫୦ ଟଙ୍କା ରହିଛି । ଏହା ହେଉଛି ୧୦୦% ଭେଗାନ୍ । ସେହିପରି ମୋଦିକେୟାର ଅର୍ବାନ କଲର ଲଣ୍ଡନ ଷ୍ଟାର୍‌ଡଷ୍ଟ ଆଇସ୍ୟାଡୋ ମିଷ୍ଟି ଷ୍ଟାର୍‌, ଗ୍ଲାମ୍‌, ଗ୍ଲିଜ୍ ଓ ମ୍ୟାଜିକ୍ ଟଚ୍ ଭଳି ସ୍ୟାଡୋରେ ୧୨୫୦ ଟଙ୍କାରେ ଉପଲବ୍ଧ ରହିଛି ।

ମେକ୍‌ଅପ୍‌ରେ ମୋଦିକେୟାରର ଅର୍ବାନ କଲର ଲଣ୍ଡନ ଠୁ ଗୁଡ୍ ଟୁ ବି କ୍ରେମେ ଲିପ୍‌ଷ୍ଟିକ୍ ରହିଛି ଯାହାର ଦାମ୍ ହେଉଛି ୩୫୯ରୁ ୩୭୫ ଟଙ୍କା ମଧ୍ୟରେ ରହିଛି । ତାହା ହେଉଛି ୧୦୦% ଭେଗାନ୍ । ଏଥିରେ ହାଇଡ୍ରେଟିଂ ସି’ ବଟର ଓ ଭିଟାମିନ୍ ଇ ମଧ୍ୟ ରହିଛି ।

ସ୍କିନ୍‌କେୟାରର ଅର୍ବାନ କଲର୍ ଲଣ୍ଡନ୍ ଏଜ୍ ରିଡିଫାଇନିଂ ରେଂଜ୍‌ରେ ରହିଛି ଲିଫ୍ଟ କ୍ଲିଞ୍ଜର, ମିନିମାିଜିଂ ମିଷ୍ଟ, ଡେ’ କ୍ରିମ୍‌, ନାଇଟ୍ କ୍ରିମ୍‌, କୋଲାଜେନ୍ ବୁଷ୍ଟିଂ ସିରମ୍ ଏବଂ ଆଖି ତଳ ପାଇଁ ରିକଭରି କନସଟ୍ରେଟ୍ । ସେଗୁଡ଼ିକର ଦାମ୍ ୯୯୯ ଟଙ୍କାରୁ ଆରମ୍ଭ କରି ୨୩୯୯ ଟଙ୍କା ମଧ୍ୟରେ ରହିଛି ।

ମୋଦିକେୟାରର ହେମ୍ପ୍ ଲ୍ୟାବ୍ ରେଂଜ୍ ହେଉଛି ଏକ ସ୍କିନ୍‌କେୟାର ବର୍ଗ । ହେମ୍ପ୍ ମଞ୍ଜି ତେଅଳ ଓ ଭିଟାମିନ୍ ସିକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି ଯାହାର ଦାମ୍ ୯୦୦ ଟଙ୍କା ରହିଛି । ସମସ୍ତ ଉତ୍ପାଦ ମୋଦିକେୟାର କନସଲଟାଂଟ୍‌ଙ୍କ ପାଖରେ ଉପଲବ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

13 − 1 =