ଲାଞ୍ଚ ନେବ ତ ଏମିତି, ଦେଖନ୍ତୁ ଭିଡିଓ …

ଯାଜପୁର () ଦେଖନ୍ତୁ ଚଣ୍ଡିଖୋଲ ପୋଲିସର କାରନାମା । ଜାତୀୟ ରାଜପଥରେ ଯାତ୍ରୀବାହୀ ବସକୁ ଅଟକାଇ କେମିତି ଚାଦା ଆଦାୟ କରୁଛନ୍ତି । ସେଥିରେ ପୁଣି ଚାଲିଛି ମୁଲଚାଳ । ବାସ କଣ୍ଡକ୍ଟର ଓ କ୍ଲିନରଙ୍କ ସହ ମୁଲଚାଳ ହେଇ ଛିଣ୍ଡିଲା ପରେ ପୋଲିସ ଅଧିକାରୀ ଜଣକ ମନ ଖୁସିରେ ଚାଲିଗଲେ ।

Share

Leave a Reply

Your email address will not be published. Required fields are marked *

fourteen + 5 =