ମଙ୍ଗଳବାର : ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ – ଶ୍ରମ ସାର୍ଥକ ହୋଇପାରେ । କାର୍ୟ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ସରକାରୀଙ୍କ ତରଫରୁ ଅର୍ଥ ମିଳିବ । ଉମ ଗୃହରେ ବାସ କରିବେ । ର୍କୀି, ର୍ମି,ସନ୍ତୋଷ ବହୁବିଧ ଧନ ପ୍ରାପ୍ତ ହେବ ।

ବୃଷ – କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେଇ ପାରନ୍ତି । ଆଳସ୍ୟ ପରାୟଣ ହେବେ । ଅଭୀଷ୍ଟ ସିଦ୍ଧି ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହୋଇପାରନ୍ତି । ଶାସ୍ତ୍ରଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ ହୋଇପାରନ୍ତି । ସ୍ତ୍ରୀ ଧନରେ ସୁଖୀ ହେବେ ।

ମିଥୁନ – ମାନସିକ ସ୍ଥିତିରେ ଭାରସାମ୍ୟ ରକ୍ଷା କରିବାକୁ ପଡିବ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ଅତି ସାବଧାନତାର ସହ ଚଳିବାକୁ ପଡିବ । ଭାଗ ବ୍ୟବସାୟ ଲାଭଜନକ ହେବ ।

କର୍କଟ – ନୂତନ ନିଯୁକ୍ତି ପାଇ ବ୍ୟସ୍ତତାରୁ ବିତ ହୋଇପାରନ୍ତି । ବନ୍ଧୁ ମିଳନ ଦ୍ୱାରା ଉପକୃତ ହେବେ । ଉମ ମିତ୍ର ଲାଭ ହୋଇପାରେ । ପୁତ୍ର ଲାଭର ସୂଚନା ମିଳୁଛି । ମନ୍ତ୍ର-ଶାନ୍ତ୍ର ଆୟ କରି ସୁନାମଧନ୍ୟ ହେବେ । ଧନ ସହିତ ବାକ୍ପଟୁ ହେବେ ।

ସିଂହ – ପରିସ୍ଥିତି ପ୍ରତି ଉଦାସ ମନୋଭାବର ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ବିଜ୍ଞ ବ୍ୟକ୍ତି ଭାବେ ସର୍ବ ବିଦିତ ହୋଇପାରନ୍ତି । ଶାସ୍ତ୍ର ପ୍ରତି ଅନୁରକ୍ତ ରହିବେ । ଶତ୍ରୁକୁ ପରାଜୟ କରିବାକୁ ସକ୍ଷମ ହେବେ । ଜନତାଙ୍କ ପ୍ରିୟଭାଜନ ହେବେ ।

କନ୍ୟା – କର୍ମକ୍ଷେତ୍ରକୁ ଶାନ୍ତି-ଶୃଙ୍ଖଳାର ସହ ଉପଭୋଗ କରିବାକୁ ଚେଷ୍ଟିତ ହେବେ । ସମ୍ମାନକୁ ଜଗି ଚଳିବାକୁ ପଡିବ । ଶତ୍ରୁମାନେ ଆପଣାଛାଏଁ ଅପସରି ଯିବେ । ବିବିଧ ସୂତ୍ରରୁ ଆୟ ବୃଦ୍ଧିର ସୂଚନା ମିଳୁଛି । ଉମ ଭୋଜନ ମିଳିବ ।

ତୁଳା – ଚିନ୍ତା ବଢିବାକୁ ଲାଗିବ । ସତର୍କ ନ ରହିଲେ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । କାର୍ୟ୍ୟ ହାସଲ କରିବାକୁ ସକ୍ଷମ ହେବେ, ମାତ୍ର ବିଳମ୍ବିତ ହେବେ । ଚିନ୍ତାଧାରା ବିକ୍ଷିପ୍ତ ହେବ । କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ । ଯାନବାହନ ସୁଖ ମିଳିବ ।

ବିଛା – ସେବା ମନୋଭାବ ଗ୍ରହଣ କରିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରଶଂସା ମିଳିବ । ଆୟ ବୃଦ୍ଧିର ସୂଚନା ମିଳୁଛି । କାର୍ୟ୍ୟକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଦ୍ରବ୍ୟ ଲାଭ ହୋଇପାରେ । ପାରିବାରିକ ସୁଖ ମିଳିବ ।

ଧନୁ – ସମ୍ପି ପାଇଁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଶାବାଦୀ ହେବେ । ଆଶାପୂରଣ ହେବ । ବିଭିନ୍ନ ସ୍ତରରୁ ଧନାଗମ ହେବ । ଲୋଭର ବଶର୍ବା ହେବେ ନାହିଁ । ନୀତିରୁ ବିଚ୍ୟୁତ ହେବେ ନାହିଁ । ବିଜ୍ଞ ହେବେ ।

ମକର – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉମ ଭୋଜନରେ ଆପ୍ୟାୟିତ ହେବେ । ଆୟ ପରିମାଣ ବୃଦ୍ଧି ପାଇବ । ସରକାର କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।

କୁମ୍ଭ – ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପଥରୋଧ କରିବାକୁ କେହି ଉଦ୍ୟମ ଚଳାଇପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । କଳ୍ପନା ବିଳାସୀ ହୋଇପାରନ୍ତି । ସୌନ୍ଦର୍ୟ୍ୟ ଉପଭୋଗ କରିବେ । ବ୍ୟୟ ବୃଦ୍ଧି ଯୋଗୁଁ ଦିନଟି ବ୍ୟସ୍ତଭରା ହୋଇପାରେ ।

ମୀନ – ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ବୁଦ୍ଧିଚାଳନା କରି କାର୍ୟ୍ୟ ହାସଲ କରିବେ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ର୍କୀି ସ୍ଥାପନ କରିପାରନ୍ତି । ମନ ପ୍ରସନ୍ନ ରହିବ । ଗୁଣବାନ୍ ହେବେ ।

Share

Leave a Reply

Your email address will not be published. Required fields are marked *

5 − 3 =