ଦୁଇ ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଘଟଣା । ଡାକ୍ତରଙ୍କ ନାଁରେ ରୁଜୁ ହେଲା ମାମଲା

ଢେଙ୍କାନାଳ ମୁଖ୍ୟ ଚିକିସô୍ାଳରେ ଜଣେ ରୋଗି ଚିକିସô୍ା ପାଇଁ ଆସିଥିଲେ ହେଲେ ଡାକ୍ତରଙ୍କ କଳିରେ ରୋଗିଙ୍କ ମୃତ୍ୟୁ ଘଟିଥିଲା ।ମୃତକଙ୍କ ଭାଇ ଟାଉନ ଥାନାରେ ଏତଲା କଲାପରେ ମାମାଲା ରୁଜୁ କରିଛି ପୋଲିସ ।୨ଜଣ ହେଲେ ବନୋଜ ଦାସ ଓ ସଂଞାନ ଦାସ । ଗତକାଲି ଦୁଇ ଡାକ୍ତରଙ୍କ କଳିରୁ ତୈଲୋକ୍ୟ ସାହୁଙ୍କ ମୃତ୍ୟୁ ହୋଇଥିଲା ।ରୋଗୀ ବହୁ ଯନ୍ତ୍ର୍ରଣା ପାଇ ଜୀବନ ହରାଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଘଟଣାରେ ଢେଙ୍କାନାଳ ସିଡିଏମ୍ଓଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 7 =