ତୃତୀୟ ଟରମିନାଲ ପାଇଁ ୯୩୦କୋଟି ବ୍ୟୟବରାଦ

ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ତୃତୀୟ ଟରମିନାଲ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ଏବଂ ଏ ବାବଦରେ ୯୩୦କୋଟ ଟଙ୍କା ଖର୍ଚ୍ଚ ହେବ ବୋଲି ବେସାମରିକ ବିମାନ ଚଳାଚଳ କେନ୍ଦ୍ରୀୟ ୟୁନିୟନର ସେକ୍ରେଟାରୀ ସୂଚନା ଦେଇଛନ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଘୋଷଣା ହେବା ପରେ ଏଠାକୁ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ବିମାନ ଚଳାଚଳ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏଠାରେ ତୃତୀୟ ଟରମିନାଲ ପ୍ରତିÂା ପାଇଁ ଦାବି ହୋଇଆସୁଥିଲା ।

Share

Leave a Reply

Your email address will not be published. Required fields are marked *

7 + six =