ଶନି, ରବି ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଜାତୀୟ ଉଦ୍ୟାନ ନନ୍ଦନକାନନ ସପ୍ତାହରେ ଦୁଇଦିନ ବନ୍ଦ ରହିବ । ଶନି ବାର ଏବଂ ରବିବାର ନନ୍ଦନକାନନ ବନ୍ଦ ରହିବ । ସପ୍ତାହରେ ୫ଦିନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନା କଟକଣାକୁ ଦୃଷ୍ଟିରେ ରଖି ସପ୍ତାହରେ ଏହି ଦୁଇଦିନ ବନ୍ଦ ରହିବ । ସେପଟେ କୋଭିଡ ଲାଗି ଦୀର୍ଘଦିନ ନନ୍ଦନକାନନ ବନ୍ଦ ରହିବା ପରେ ଏବେ ଖୋଲା ହୋଇଥିଲା ନନ୍ଦନକାଶ୍ରୀମନ୍ଦିର ପ୍ରବେଶ ଲାଗି ଜାରି ହେଲା ନୂଆ ଏସଓପି

Share

Leave a Reply

Your email address will not be published. Required fields are marked *

thirteen − 11 =