୫ଟି ପର୍ଯ୍ୟଟନୀ ସ୍ଥଳୀରେ ଲାଗିବ ରୋପ୍ ୱେ

ଭୁବନେଶ୍ୱର: ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ରାଜ୍ୟ ସରକାର । କପିଳାଶ, ନୃସିଂହନାଥ-ହରିଶଙ୍କର, ଧଉଳିଗିରି, ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବର ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ବର୍ଷକ ଭିତରେ ଏହି ୫ଟି ସ୍ଥାନରେ ରୋପ୍ ୱେ ଲଗାଯିବ । ୧୪ ମାସରୁ ୧୬ ମାସ ଭିତରେ ଏହାର କାର୍ଯ୍ୟ ଶେଷ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଏହା ବ୍ୟତୀତ ପୁରୀରୁ କୋଣାର୍କ ରୋପ୍ ୱେ କରିବା ପାଇଁ ଚିନ୍ତା କରୁଛନ୍ତି ସରକାର ।

Share

Leave a Reply

Your email address will not be published. Required fields are marked *

4 × 1 =