ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର() ୯ଟି ଜିଲ୍ଲାରେ ଘଡଘଡି, ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା. ବାଲେଶ୍ୱର, ପୁରୀ, ନୟାଗଡ, ଢ଼େଙ୍କାନାଳ, କେନ୍ଦୁଝର ଓ କଟକ ।
ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୨ ତାରିଖ ସକାଳ ଯାଏଁ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଅପରପକ୍ଷେ ଗତ ୩୬ ଘଣ୍ଟା ମଧ୍ୟରେ କଟକ ଓ ପାରାଦୀପରେ ହାଲୁକା ବର୍ଷା ହୋଇଥିବା ଜଣାଯାଇଛି।

Share

Leave a Reply

Your email address will not be published. Required fields are marked *

4 + two =