ସକାଳ ୬ଟାରୁ ସନ୍ଧ୍ୟା ୬ଟା ହାଟ

ଭୁବନେଶ୍ୱର() ଏଣିକି ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ ବିଏମସି ପରିସରରେ ଥିବା ସବୁ ହାଟ । ସେହିପରି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲୁ ରହିବ ହାଟ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହେଲା ଏହି କଟକଣା । ତେବେ କରୋନାକୁ ଦୃଷ୍ଟିରେ ରଖି ବିଏମସି ଏଭଳି ନିଷ୍ପତି ଦିଆଯାଇଛି ।

ସେପଟେ ଭାରତରେ ୧୪୭କୁ ବୃଦ୍ଧି ହେଲା କରୋନା ଆକ୍ରାନ୍ତ ସଂଖ୍ୟା । ଏଥିମଧ୍ୟରୁ ୧୨୨ ଜଣ ଭାରତୀୟ ଏବଂ ୨୫ ଜଣ ବିଦେଶୀ ଅଛନ୍ତି । ୧୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

eleven + five =