କ୍ବାରେଣ୍ଟାଇନ ଅବଧି ବଢିଲା

ଭୁବନେଶ୍ବର() ବଢିଲା କ୍ବାରେଣ୍ଟାଇନ ଅବଧି । ୨୮ ବଢିଲା କ୍ବାରେଣ୍ଟାଇନ ଅବଧି । ୨୧ଦିନ ସରକାରୀ କ୍ବାରେଣ୍ଟାଇନରେ ଓ ବାକି ୭ ଦିନ ହୋମ କ୍ବାରେଣ୍ଟାଇନରେ ରହିବାକୁ ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ 

 ସୂଚନା ଅନୁସାରେ, ଗତକାଲି  କରୋନା ମୁକାବିଲା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ହୋଇଥିଲା । ସେହି ବୈଠକରେ ୧୩ଜଣ ମନ୍ତ୍ରୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । କ୍ୱାରେଣ୍ଟିନ ଅବଧି ୧୪ଦିନରୁ ୨୧ ଦିନକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

four × five =