ଗଜପତିଙ୍କୁ ଦିଆଗଲା ପରିଚୟପତ୍ର

ପୁରୀ () ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି ।ଏହି ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଣିକି ସେବାୟତଙ୍କୁ ମିଳିବ ପରିଚୟପତ୍ର । ଏହି କ୍ରମେର ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜଙ୍କୁ ଦିଆଯାଇଛି ପରିଚୟପତ୍ର । ସବୁ ସେବାୟତଙ୍କୁ ମିଳିବ ଆଇଡେଂଟିଟି କାର୍ଡ । ସମସ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇବା ଏବଂ ବିଶେଷ ପୂଜା ନୀତି ବେଳେ ନୀତି ଶୃଙ୍ଖଳିତ ଓ ସୁପରିଚାଳନା ପାଇଁ ଏପରି ପରିଚୟପତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା ।

Share

Leave a Reply

Your email address will not be published. Required fields are marked *

nine − 8 =