ପ୍ରାଇଭେଟ କ୍ଲିନିକ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ

ଭୁବନେଶ୍ବର()  ଏଣିକି ପ୍ରାଇଭେଟ୍ କ୍ଲିନିକଗୁଡିକ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ଏହାଦ୍ୱାରା ପ୍ରାୟ ୧୮ ଶହ ପ୍ରାଇଭେଟ୍ କ୍ଳିନିକ୍ ଉପକୃତ ହେବେ।ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ପ୍ରାଇଭେଟ୍ କ୍ଲିନିକଗୁଡିକ ପଞ୍ଜୀକରଣ ସହ ଏବଂ ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇବାରେ ସୁବିଧା ହେବ ।୩୦ ଶଯ୍ୟାରୁ କମ୍, ଆଇସିୟୁ ନଥିବା, ୩ ମହଲାରୁ କମ୍ ଏବଂ ୧୨ ମିଟର ଉଚ୍ଚତା ମଧ୍ୟରେ ଥିବା ଘରୋଇ କ୍ଲିନିକ୍ ସତ୍ୟପାଠ ଦେଇ ପଞ୍ଜୀକରଣ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

Share

Leave a Reply

Your email address will not be published. Required fields are marked *

two × two =