କରୋନାରେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ମୃତ୍ୟୁ

ଭୁବନେଶ୍ୱର() କରୋନାରେ ଚାଲିଗଲା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଜୀବନ । କରୋନାରେ ଆକ୍ରାନ୍ତ ହୋଇ ପ୍ରବୀର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ପ୍ରବୀର ନ୍ୟୁଜ୍ ୧୮ ଓଡ଼ିଆର ଯୁବ ସାମ୍ବାଦିକ ଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କିଛି ଦିନ ତଳେ ପ୍ରବୀରଙ୍କ ବାପାଙ୍କର ପରଲୋକ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

6 + 12 =