ବଡ଼ ଖବର, ଘୁଞ୍ଚିଲା ଓଏଏସ ପରୀକ୍ଷା

ଭୁବନେଶ୍ୱର ()  କରୋନା ମହାମାରୀ ପାଇଁ ସେପ୍ଟେମ୍ବରରେ ହେବାକୁ ଥିବା ଓଏଏସ ପରୀକ୍ଷା ଘୁଞ୍ଚିଯାଇଛି । ନଭେମ୍ବରରେ ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ତେବେ ପରୀକ୍ଷା ସମ୍ପର୍କୀୟ ସମସ୍ତ ତଥ୍ୟ www.opsc.gov.in ୱେବସାଇଟ ମାଧ୍ୟମରେ ସୂଚନା ଦେବ opsc।

Share

Leave a Reply

Your email address will not be published. Required fields are marked *

nineteen − 13 =