ଆସିଲା ନୂଆ ଗାଇଡ୍ ଲାଇନ୍‌

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାରେ କଟକଣା କୋହଳ । ସକାଳ ୭ଟାରୁ ୫ଟା ଯାଏଁ ଖୋଲିବ ଦୋକାନ । ଉପକୂଳ ଓଡ଼ିଶାର ୧୩ଟି ଜିଲ୍ଲାରେ ବଢ଼ିଲା କଟକଣା । ଉପକୂଳ ଜିଲ୍ଲା ଗୁଡ଼ିକରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ ଦୋକାନ ବଜାର । ସ୍କୁଲ,ସପିଙ୍ଗ ମଲ, ଜିମ ଓ ସପିଙ୍ଗ ମଲ ପୂର୍ବ ଭଳି ବନ୍ଦ ରହିବ । ମିଠା ଦୋକାନ ଓ କ୍ଷୀର ବ୍ୟବସାୟୀ ଦୋକାନ ଖୋଲା ରଖିପାରିବେ । ଜୁଲାଇ ୧ ସକାଳ ୫ଟା ପର୍ଯ୍ୟନ୍ତ ଏହି ଗାଇଡ ଲାଇନ ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ । ସମସ୍ତ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଓ ନାଇଟ୍ କଫ୍ୟୁ ବଳବତର ରହିବ ।

Share

Leave a Reply

Your email address will not be published. Required fields are marked *

one × three =