ପ୍ରକାଶ ପାଇଲା ମେଟ୍ରିକ ରେଜଲ୍ଟ

କଟକ: ପ୍ରଥମଥର ଲାଗି ବିନା ପରୀକ୍ଷାରେ ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । କଟକ ବୋର୍ଡ଼ ଅପେକ୍ଷାରେ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ । ରେଜଲ୍ଟ ଜାଣିବା ଲାଗି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ପାଖାପାଖି ସଢ଼େ ୬ ଲକ୍ଷଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରିବୋର୍ଡ ଓ ନବମ ଆଧାରରେ ଫଳାଫଳ ବାହାରିବ । ୮୭.୮ ପ୍ରତିଶତ ପାସ ହାର । ଗତବର୍ଷ ଅପେକ୍ଷା ଭଲ ରେଜଲ୍ଟ ହୋଇଛି । ଜୁଲାଇ ୫ରେ ପୁଣିଥରେ ପରୀକ୍ଷା ଦେଇପାରିବେ । ଯେଉଁ ଛାତ୍ର ଛାତ୍ରୀ ଅସନ୍ତୋଷ ଥିବେ । ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍ରେ ଫଳାଫଳ ଉପଲବ୍ଧ ହେବ ।

 

Share

Leave a Reply

Your email address will not be published. Required fields are marked *

three × one =