ମହାପ୍ରସାଦ ଉପରୁ କଟକଣା ହଟିଲା

ପୁରୀ() କରୋନା ସଙ୍କଟ ମଧ୍ୟରେ ଭକ୍ତମାନଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତ ପାଇପାରିବେ ମହାପ୍ରସାଦ । ଆଜି ମହାପ୍ରସାଦ ଉପରେ ଥିବା ସମସ୍ତ କଟକଣାକୁ ହଟାଯାଇଛି । ଏନେଇଚ ସୁଆର ମହାସୁଆର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି । ବରାଦି ମହାପ୍ରସାଦ ପାଇଁ ଭକ୍ତାମାନେ ବରାଦ କରିପାରିବେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + 1 =