କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଜଗତସିଂହପୁର : କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ନାଉଗାଁ ଅଙ୍ଗେଶ୍ୱରପଡା ହାଇସ୍କୁଲକୁ ଏକ ସାମଜିକ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଅଲଣା ହାଟ ନିକଟରେ ଅଣ୍ଡା ମାଡ଼ କରାଯାଇଛି । ଯୁବ କଂଗ୍ରେସ ନେତା ମାନେ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ କରିଛନ୍ତି । ତୈଳଦର, ଦରଦାମ ବୃଦ୍ଧି, କଙ୍ଗନା ରାଣାୱାତଙ୍କ ଦେଶ ସ୍ୱାଧୀନତା ଉପରେ ପ୍ରଶ୍ନ ଓ ଉତରପ୍ରଦେଶ ଖେରୀରେ ହୋଇଥିବା ଚାଷୀ ହତ୍ୟା ଘଟଣାକୁ ପ୍ରତିବାଦ କରି କେନ୍ଦ୍ର ମନ୍ତ୍ରୀଙ୍କୁ ବିରୋଧ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eight + nine =