ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ଆଜି ହେଉଛି ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ । ଆଜିଭଳି ପିବତ୍ର ଦିବସରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜର ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ଲେଖିଛନ୍ତି କି, ଅଭିବ୍ୟକ୍ତିର ସ୍ୱାଧୀନତା, ମାନବିକ ଅଧିକାରର ସୁରକ୍ଷା, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଆମ ସମୃଦ୍ଧ ଗଣତନ୍ତ୍ରର ମୂଳଦୁଆ। #DayOfDemocracy ରେ, ଆସନ୍ତୁ ଏହି ମୂଲ୍ୟବୋଧର ପ୍ରସାର ଦ୍ୱାରା ଆମ ଲୋକମାନଙ୍କ ସଶକ୍ତିକରଣ ତଥା ଗଣତନ୍ତ୍ରର ପରିସରକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା।

Share

Leave a Reply

Your email address will not be published. Required fields are marked *

nineteen − three =