ଡାକ୍ତରଙ୍କ କଳିରେ ଗଲା ଜିବନ

ଢେଙ୍କାନାଳ ମୁଖ୍ୟ ଚିକିସô୍ାଳରେ ଜଣେ ରୋଗି ଚିକିସô୍ା ପାଇଁ ଆସିଥିଲେ ହେଲେ ଡାକ୍ତରଙ୍କ କଳିରେ ରୋଗିଙ୍କ ମୃତ୍ୟୁ ହୋଇଥିଲା ।ଏଭଳି ଅଭିଯୋଗ ପରିବାର ଲୋକ କରିଛନ୍ତି ।୨ଜଣ ଡାକ୍ତରଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା । ଯୁକ୍ତିର କାରଣ କିଏ ଚିକିସô୍ା କରିବ ?ଜଣେ କହୁଛି ତମେ ଚିକିସô୍ା କର ଆଉ ଜଣେ କହୁଛି ତମେ ଚିକିସô୍ା କର ଏଭଳି ଯୁକ୍ତି ଚାଲିଥିବା ମଧ୍ୟରେ ରୋଗୀଙ୍କ ଜୀବନ ଚାଲିଯାଇଥିଲା ।ଏନେଇ ସ୍ଥାନିୟବାସିନ୍ଦା ଡାକ୍ତରଖାନା ପରିସରରେ ଉତେଜନା ସହ ରାସ୍ତାରୋକ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 + four =