କଟକ ସିଡିଏ ଅଂଚଳରେ ବଣୁଆ ହାତୀ

କଟକ () କଟକ ସିଡିଏ ଅଂଚଳରେ ବୁଲୁଛି ବଣୁଆ ହାତୀ । ଆଜି ସନ୍ଧ୍ୟାରେ ଏହି ବଣୁଆ ହାତୀଟି ନିକଟସ୍ଥ ଜଙ୍ଗଲରୁ ଚାଲିଆସିଛି । ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟରେ ଘରୁ ବହରୁନଥିବା ବେଳେ ତାକୁ ଘଉଡାଇବାକୁ ପହଂଚିଛନ୍ତି ଜଙ୍ଗଲ ବିଭାଗ ଅଧିକାରୀ । ଲାଇଟ ଓ ସାଇରନ ବଜାଇ ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଦେଖନ୍ତୁ ସେ ଭିଡିଓ ।

Share

Leave a Reply

Your email address will not be published. Required fields are marked *

four × 1 =