ଅଣ୍ଡା ଦିବସ ପାଳିଲେ କୃଷିମନ୍ତ୍ରୀ ଓ ମେଡିଆ ଉପଦେଷ୍ଟା

ଭୁବନେଶ୍ବର() ଆଜି ବିଶ୍ୱ ଅଣ୍ଡା ଦିବସରେ ଭୁବନେଶ୍ୱର ଓୟୁଏଟି ପରିସରରେ ଥିବା ଭେଟେନାରି କଲେଜ ପଡିଆରେ ପ୍ରାୟ ୫ହଜାର କୁକୁଡା ଚାଷୀଙ୍କର ସମାବେଶ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୃଷମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ଲେୟାର ଫାର୍ମର୍ସ ଆସୋସିଏସିନର ଉପଦେଷ୍ଟା ତଥା ରାଜ୍ୟ ମିଡିଆ ସେଲର ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ଓଡ଼ିଶାରେ କୁକୁଡ଼ା ଚାଷ ସହିତ ଅଣ୍ଡା ଶିଳ୍ପକୁ ସରକାର ଦେଉଥିବା ପ୍ରୋତ୍ସାହନ ସମ୍ପର୍କରେ ଚାଷୀଙ୍କୁ ଅବଗତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eight − seven =