ମହାପ୍ରଭୁଙ୍କୁ ସୁନା ଦାନ କଲେ ଭକ୍ତ

ଭୁବନେଶ୍ବର () ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିଛନ୍ତି ଜଣେ ଭକ୍ତ ।  ଆଜି ଜଣେ ଦାତା ଶ୍ରୀମନ୍ଦିରକୁ ଓ ସେଟ୍ ସବର୍ଣ୍ଣ ସୂର୍ଯ୍ୟ ଚନ୍ଦ୍ର ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଭୁବନେଶ୍ଵରର ପଦ୍ମ ଚରଣ ପାତ୍ର ନିଜ ପରିବାର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି । 3 ହଳ ସୂର୍ଯ୍ୟ ଚନ୍ଦ୍ରରେ ପ୍ରାୟ 319 ଗ୍ରାମ୍ ସୁନା ଏବଂ 822 ଗ୍ରାମ ରୂପା ବ୍ୟବହାର ହୋଇଛି । ପରବର୍ତ୍ତୀ ସମୟରେ ତିନି ଠାକୁରଙ୍କୁ ଏହି ନୂତନ ଚନ୍ଦ୍ର ସୂର୍ଯ୍ୟ ଲାଗି ହେବ ।

Share

Leave a Reply

Your email address will not be published. Required fields are marked *

4 × 4 =