ସ୍ୱତନ୍ତ୍ର ସଚିବ ପାହ୍ୟାକୁ କୁଟ୍ଟେଙ୍କ ପଦୋନ୍ନତି

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅନ ସ୍ପେଶାଲ ଡି୍ୟଟି(ଓଏସଡି) ଥିବା ବରÂ ଆଇପିଏସ ଅଫିସର ଡିଏସ କୁଟ୍ଟେ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେ ଏଣିକି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁଟ୍ଟେଙ୍କ ପଦୋନ୍ନତି ଓ ନିଯୁକ୍ତି ସଂକ୍ରାନ୍ତୀୟ ଫାଇଲରେ ଅନୁମୋଦନ କରିଛନ୍ତି । ୧୯୯୭ ବ୍ୟାଚ ଆଇପିଏସ କୁଟ୍ଟେ ଗତ ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି । ସେ ଜଣେ ଦକ୍ଷ,ସଚୋଟ ଓ କାର୍ଯ୍ୟ ନିଷ୍ଟ ଅଫିସର ଭାବେ ବହୁ ସୁନାମ ଅର୍ଜନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରଳୟରେ ଓଏସଡି ଭାବେ ଦୀର୍ଘ ୨ ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱାସଭାଜନ ହୋଇପାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

20 + seventeen =