ଭୁବନେଶ୍ୱରରୁ ୧୯ ପଜିଟିଭ

 ଏଥିସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି ଓ ୮୬ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜଧାନୀ ଭୁବନେଶ୍ୱରରେ ୯୪ଜଣ ଚିକିତ୍ସାଧୀନ ଅଛନ୍ତି ।

 

Share

Leave a Reply

Your email address will not be published. Required fields are marked *

12 + thirteen =