ଭୁବନେଶ୍ୱରରୁ ୧୭ ପଜିଟିଭ

ଭୁବନେଶ୍ୱର() ଭୁବନେଶ୍ୱରରେ ପୁଣି ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୪ ଜଣ ହୋମ୍ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏୟାରପୋର୍ଟ ନିକଟ ଭୀମପୁର ଅଞ୍ଚଳରୁ ଜଣେ, ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଜଣେ ଯୁବକ, ନୂଆପଲ୍ଲୀ ଶବରସାହିରୁ ଜଣେ ଯୁବତୀ, ଜଣେ ବାଳକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନହରକଣ୍ଟା ପୁରୀ କେନାଲ ରୋଡରୁ ଜଣେ ଯୁବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − 9 =