କାଶରୁ ଜଣାପଡିବ କରୋନା ହୋଇଛି କି ନାହିଁ

ଭୁବନେଶ୍ୱର()  କାଶରୁ କରୋନା ହୋଇଛି କି ନାହିଁ ଜଣାପଡ଼ିବ  । ଏନେଇ ଏବେ ଗବେଷଣା ଜାରି ରହିଛି ବୋଲି ଆରଏମଆରସିର ନିଦେ୍ର୍ଧଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି  ।

ସେ କହିଛନ୍ତିଯେ, ସାଧାରଣ କାଶ ଓ କରୋନା ସଂକ୍ରମିତଙ୍କ କାଶ ମଧ୍ୟରେ ଫରକ ରହିଛି  । ବିଭିନ୍ନ କାଶର ଶବ୍ଦକୁ ରେକଡର଼୍ କରାଯାଉଛି  । ଏଥିପାଇଁ ଏକ ଆପସ ମଧ୍ୟ ବିକଶିତ ହେବ  । ଆପସରେ ଲୋକମାନେ ନିଜ କାଶର ରେକଡର଼୍ିଂ ଛାଡ଼ିବେ  । ଫଳରେ କରୋନା ହୋଇଛି କି ନାହିଁ ମଧ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

10 + three =