ନବୀନଙ୍କ ଠାରୁ ଆଶିର୍ବାଦ ନେଲେ କମଲ ହାସନ

ଚେନ୍ନାଇ—ଚେନ୍ନାଇରେ ଓଡିଶାଭବନ ଉଦଘାଟନ ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମକଲନିଧ ମାଇଆମ ଦଳର ନେତା ତଥା ଅଭିନେତା କମଲ ହାସନ । ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।ସାକ୍ଷାତ ପରେ ଶ୍ରୀ କମଲ ହାସନ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ସେ ନବୀନଙ୍କୁ ଭେଟି ଆଶିର୍ବାଦ ସହିତ ତାଙ୍କ ଠାରୁ ରାଜନୀତି ବିଷୟରେ ଶିଖିବା ପାଇଁ ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

7 + 8 =