ମାର୍ଚ୍ଚ ୨୫ ରୁ ୩୧ଯାଏଁ ବଜେଟ ଅଧିବେଶନ

ମାର୍ଚ୍ଚ ୨୫ ରୁ ୩୧ ବସିବ ବିଧାନସଭାର ବଜେଟ ଅଧିବେଶନ। ମାର୍ଚ୍ଚ ୨୫ରେ ରାଜ୍ୟପାଳ ଅଭିଭାଷଣ ରଖିବେ। ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ  ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ । 

ମାର୍ଚ୍ଚ ୩୧ ତାରିଖରେ ବେୟ ମଞ୍ଜୁରୀ ବିଲ୍ ପରିତ ହେବ।  ମୋଟ୍ ୬ଟି କାର୍ଯ୍ୟଦିବସ ରହିବ ।  ଗୃହ ପରିଚାଳନା ନେଇ ଆସନ୍ତା ୧୫ ତାରିଖରେ ବସିବ ସର୍ବଦଳୀୟ ବୈଠକ ।

Share

Leave a Reply

Your email address will not be published. Required fields are marked *

19 + twelve =