Friday, October 30, 2026
Latestରାଜ୍ୟ

ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ

ପୁରୀରୁ ବିପୁଳ ପରିମାଣରେ ଜବତ ହୋଇଛି ଧଳା ଜହର। ପୁରୀ ବାସେଳିସାହି ଧାନା ଫ୍ଲୋରିସ ଇଣ୍ଡିଆ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଆଉ ଜଣେ ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳର ସର୍ବେଶ୍ୱର ବେହେରା ବୋଲି ଜଣାପଡିଛି।

Share

Leave a Reply

Your email address will not be published. Required fields are marked *

3 + eleven =