IAS ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ

ଭୁବନେଶ୍ୱର()  IAS ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ । ବିଜୟ କେତନଙ୍କୁ ଜାମିନ ମଂଜୁର କଲେ ହାଇକୋର୍ଟ । ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ କହିଲେ ହାଇକୋର୍ଟ । ଲାଂଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ବିଜୟ କେତନ । ୧ଲକ୍ଷ ଟଙ୍କା ଲାଂଚ ନେବା ବେଳେ ଗିରଫ କରିଥିଲା ବିଜିଲାନ୍ସ । ଉଦ୍ୟାନ କୃଷି ନିଦେ୍ର୍ଧଶକ ଥିବା ବେଳେ ଲାଂଚ ନେବା ଅଭିଯୋଗ ହୋଇଥିଲା । ବିଜୟଙ୍କ ସହ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀ ମଧ୍ୟ ଗିରଫ ହୋଇଥିଲେ । ଡିସେମ୍ବର ୩ରେ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଗିରଫ ହେବା ପରେ ତାଙ୍କୁ ଫସାଇ ଦିଆଯାଇଛି କହିଥିଲେ ବିଜୟ କେତନ ।

Share

Leave a Reply

Your email address will not be published. Required fields are marked *

1 + four =