ପଙ୍ଗପାଳ ଆକ୍ରମଣରୁ ଫସଲ ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । କୃଷି ଭବନରେ କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଏହି ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ । OUATର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ । ପଙ୍ଗପାଳ ଆକ୍ରମଣରୁ ଫସଲ ରକ୍ଷା ପାଇଁ ହେବ ରଣନୀତି । ଖରିଫ ଋତୁ ଧାନ, ବିହନ ଓ ସାର ଯୋଗାଣ ଉପରେ ଆଲୋଚନା ।

Share

Leave a Reply

Your email address will not be published. Required fields are marked *

six + 1 =