ନିର୍ଭୟା ୪ ଦୋଷୀଙ୍କୁ ୭ ଦିନର ମହଲତ

ନୂଆଦିଲ୍ଲୀ() ନିର୍ଭୟା ୪ ଦୋଷୀଙ୍କୁ ୭ ଦିନର ମହଲତ ଦେଲେ ଦିଲ୍ଲୀ ହାଇକୋର୍ଟ ।ଏହା ସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୪ ଦୋଷୀଙ୍କୁ ଅଲଗା ଅଲଗା ନୁହେଁ ବରଂ ଏକ ସଙ୍ଗରେ ପାଶୀ ଦେବାକୁ କୋର୍ଟ କହିଛନ୍ତି । ତେବେ ବାରମ୍ବାର ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଫାଶୀ ଦଂଡାଦେଶକୁ ଘୁଂଚାଉଥିବାରୁ କୋର୍ଟରେ ମାମଲା ରୁଜୁ ହୋଇଥିଲା ଓ ଏହା ପରେ କୋର୍ଟ ଆଜି ଏପରି ରାୟ ଶୁଣାଇଛନ୍ତି ।

ଗୋଟିଏ ସପ୍ତାହ ମଧ୍ୟରେ ଦୋଷୀମାନେ ଆଇନର ସମସ୍ତ ପ୍ରକ୍ରିୟା ଶେଷ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ଆଗାମୀ ଦିନରେ ୪ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ। ଏଥିପାଇଁ ଅଲଗା ଅଲଗା ଡେଥ୍ ଓ୍ୱାରେଣ୍ଟ ଜାରି କରିହେବନି ବୋଲି କୋର୍ଟ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

four × 3 =