ଏମ୍‌ସ ପିଜି ଏଣ୍ଟ୍ରାନ୍ସ ଘୁଞ୍ଚିଲା

ଭୁବନେଶ୍ୱର: ଏମ୍‌ସ ପିଜି ଏଣ୍ଟ୍ରାନ୍ସ ଘୁଣ୍ଟଲା । ଜୁନ୍ ୧୬ରୁ ୨୧ ଯାଏ ହେବାକୁ ଥିଲା ଏହି ପରୀକ୍ଷା । ତେବେ ପରୀକ୍ଷା କେବେ ହେବ ତାହା ସ୍ପଷ୍ଠ ହୋଇନାହିଁ । ତେବେ ଏନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ । ପରୀକ୍ଷା ଘୁଞ୍ଚିବା ନେଇ ସୂଚନା ଦେଲେ ଭୁବନେଶ୍ୱର ଏମ୍‌ସ ରେଜିଷ୍ଟ୍ରାର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

17 − 12 =