Friday, October 30, 2026
Latestରାଜ୍ୟ

ଜାଣନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନାର ସ୍ଥିତି

ଭୁବନେଶ୍ବର: ଗତକାଲି ତୁଳନାରେ ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୫୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୩୨୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩୮ । ୧୮ ବର୍ଷ ଭିତରେ ଆଉ ୭୧ ଜଣ ପଜିଟିଭ୍ ବାହାରିଛନ୍ତି ।

ଅନୁଗୁଳରୁ ୨, ବାଲେଶ୍ବରରୁ ୧୨, ବରଗଡରୁ ୨, ଭଦ୍ରକରୁ ୫, ବଲାଙ୍ଗୀରରୁ ୩, ବୌଦ୍ଧରୁ ୧୮, କଟକରୁ ୫୪, ଦେଓଗଡରୁ ୨, ଢେଙ୍କାନାଳରୁ ୧୦, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୪, ଝାରସୁଗୁଡାରୁ ୨, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୪, ଖୋର୍ଦ୍ଧାରୁ ୨୭୯, କୋରାପୁଟରୁ ୬, ମୟୁରଭଞ୍ଜରୁ ୮, ନୟାଗଡରୁ ୯, ପୁରୀରୁ ୧୪, ରାୟଗଡାରୁ ୧, ସମ୍ବଲପୁରରୁ ୧୬, ସୁନ୍ଦରଗଡରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

1 × 4 =