Friday, October 30, 2026
Latestରାଜ୍ୟ

ରାଜ୍ୟରେ ପ୍ରଥମ,୫- ଟି ରୂପାନ୍ତରିତ ସ୍କୁଲରେ ଖୋଲିଲା ଭାର୍ଚୁଆଲ ରିଆଲିଟି ଲ୍ୟାବ

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଓ ନିର୍ଦ୍ଦେଶ ପରେ ଏହି ବ୍ୟବସ୍ଥା ମଧ ସବୁଠି କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି ସେ । ଆଗକୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦିଆଯିବ ଏବଂ ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ। ୨୦୧୬ରୁ ବନ୍ଦ ଥିବା ଏହି ପ୍ରକ୍ରିୟା ପୁଣି ଚାଲୁ କରି ପ୍ରାୟ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

eleven − ten =