ପୁଅର ତଣ୍ଟିକାଟି ମା’ର ଆତ୍ମହତ୍ୟା

କଟକ ମଧୂପାଟଣା ଥାନା ଶ୍ରୀରାମନଗରରେ ଅଭାବନୀୟ ଘଟଣା । ଘର ଭିତରୁ ମିଳିଲା ସାବତ ମା’ ଓ ପୁଅର ମୃତଦେହ । ଦୁଇ ବର୍ଷର ଛୁଆର ତଣ୍ଟି କାଟି ମାରିଲା ସାବତ ମା’ । ଛୁଆକୁ ମାରିବା ପରେ ମା’ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ମହିଳା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

nineteen − 15 =