ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହେଲି:ଶ୍ରୀୟା ମିଶ୍ର

ଷ୍ଟାର ସିଙ୍ଗର କପଲଙ୍କ ବିବାଦରେ ଶ୍ରୀୟା ମିଶ୍ରଙ୍କ ବିସ୍ଫୋରକ ବୟାନ । କହିଲେ ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହେଲି । ହ୍ୟୁମାନ ସାଗର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଅତ୍ୟଧିକ ମଦ୍ୟପାନ କରୁଥିଲେ ହ୍ୟୁମାନ ସାଗର । ମଦ୍ୟପାନ ପାଇଁ ବାରଣ କରୁଥିବାରୁ ମାରପିଟ କରୁଥିଲେ । ଝିଅର କୌଣସି ଦାୟିତ୍ୱ ନେଉ ନଥିଲେ ହ୍ୟୁମାନ । ଆମ ଦାମ୍ପତ୍ୟ ଜୀବନରେ ଜଣେ ଥାର୍ଡ ପର୍ସନ ଅଛନ୍ତି ବୋଲି କହିଛନ୍ତି ।

 

Share

Leave a Reply

Your email address will not be published. Required fields are marked *

13 − eleven =