ଓଡିଶାର ୨ ସହିଦଙ୍କୁ ଶୌର୍ଯଚକ୍ର ସମ୍ମାନ

ଓଡିଶାର ୨ ସହିଦଙ୍କୁ ମିଳିଛି ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ । ସହିଦ ଦେବାଶିଷ ସେଠୀ ଓ ସହିଦ ସୁଧିର କୁମାର ଟୁଡୁଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି । ସହିଦ ଦେବାଶିଷଙ୍କ ବାପା, ମା’ ଓ ସହିଦ ସୁଧିରଙ୍କ ମା’ଙ୍କୁ ରାଷ୍ଟ୍ରପତି ଭବନରେ ନିଜେ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + 3 =