ଅକ୍ଟୋବର ୧୬ ରେ ଓସିଏସ ପ୍ରିଲିମ

ଅକ୍ଟୋବର ୧୬ ତାରିଖରେ ଓସିଏସ ପ୍ରିଲିମ ପରୀକ୍ଷା । ୨୦୨୧ ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଅକ୍ଟୋବର ୧୬ ରେ । ଅକ୍ଟୋବର ୧୬ ରବିବାର ଦିନ ପରୀକ୍ଷା ନେଇ ଓପିଏସସିର ନୋଟିସ । ପରୀକ୍ଷା ସମ୍ପର୍କରେ ସବିଶେଷ ବିବରଣୀ ୱେବସାଇଟରୁ ମିଳିବ । ଓପିଏସସି ୱେବସାଇଟ ରେ ପରବର୍ତ୍ତୀ ସମୟରେ ଦିଆଯିବ ବିସ୍ତୃତ ବିବରଣୀ ।

Share

Leave a Reply

Your email address will not be published. Required fields are marked *

sixteen − 6 =